https://kanaknews.com/breakingnews/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f%e0%ac%99%e0%ad%8d%e0%ac%95%e0%ad%81-%e0%ac%85%e0%ac%aa%e0%ac%b9%e0%ac%b0%e0%ac%a3-%e0%ac%95%e0%ac%a5%e0%ac%be%e0%ac%95%e0%ad%81-%e0%ac%85/
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ସୁରକ୍ଷା କର୍ମୀ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ କଲେ ପୂଜାର୍ଚ୍ଚନା । କହିଲେ ଖୁବ୍ ଶୀଘ୍ର ଆରମ୍ଭ ହେବ ନର୍ଲା ଇଲେକ୍ଟ୍ରି୍ ରେଳ ଇଂଜିନ ମରାମତି କାରଖାନା ।